ଘର ଅଗଣାରେ ଶୋଇଥିଲା ବେଳେ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଜମରଡିହି ଗାଁରେ ଜଣେ ବ୍ୟକ୍ତି ଘର ଅଗଣାରେ ଶୋଇଥିଲା ବେଳେ କେହି ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ଗ୍ରାମବାସୀ ସୂଚନା ଦେଇଛନ୍ତି ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀ ଚିହ୍ନଟ ହୋଇନଥିବା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes