ଗ୍ଲୋବାଲ ସ୍କୋଲାର ଫାଉଣ୍ଡେସନ ତରଫରୁ ଡା.ଦେବେନ୍ଦ୍ର ସାହୁ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକ୍ଷକ ଡ. ଦେବେନ୍ଦ୍ର କୁମାର ସାହୁ ‘ସେବା ଭୂଷଣ’ ପୁରସ୍କାରରେ ସମ୍ମାନୀତ ହୋଇଥିବା ଜଣାପଡ଼ିଛି ।

ହାଇଦ୍ରାବାଦର ହୋଟେଲ ମନୋହର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କ କର୍ତ୍ତବ୍ୟ ପରାୟଣତା ଏବଂ ରୋଗୀ ସେବା ପାଇଁ ଗ୍ଲୋବାଲ ସ୍କୋଲାର ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଡ. ସାହୁ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ମହାନଦୀ ନେତ୍ର ଚିକିତ୍ସାଳୟ ସହ ଜଡ଼ିତ ହୋଇ ଲୋକଙ୍କୁ ଚକ୍ଷୁ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes