ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ

ଏହି ୨ଟି ପ୍ରକଳ୍ପ ଯାଜପୁର ଜିଲ୍ଲାର ବରୀ ଓ କୋରେଇରେ ହେବ।

୫ ବର୍ଷରେ ଏହାର କାମ ସରିବ। ସେହିପରି ନୟାଗଡ଼ରେ ୩ଟି, ମାଲକାନଗିରିରେ ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes