ଗ୍ରାମର ଦେବା ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ସର୍ଗୁଳ ଗ୍ରାମରେ ଗ୍ରାମ୍ୟ ଦେବା ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୧୧ ତାରିଖରୁ ଆରମ୍ଭ ହୋଇଛି । ଏହି ମହୋତ୍ସବ ୧୫ ତାରିଖରେ ସମାପ୍ତ ହେବ ।

ପ୍ରତିଦିନ ସଂଧ୍ୟାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜଳନ୍ଧର ଦରବାର ସାଙ୍ଗକୁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୀନା ବଜାର ସାଙ୍ଗକୁ ମୌତ୍ କା କୂଆଁ ଏବଂ ଦୋଲି ତଥା ବିଭିନ୍ନ ପ୍ରକାର ଖେଳଣା ର ଆସର ଖୁବ୍ ଜମୁଛି ।ଶାନ୍ତି ଶୃଙ୍ଖଳା ପରିଚାଳନା ପାଇଁ ଗ୍ରାମବାସୀମାନେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।

@Prasenjit Sahu.Odisha Local

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes