ଗୋଧନେଶ୍ଵର ଶୈବପୀଠ ଠାରେ ବୃଷ ସଂକ୍ରାନ୍ତି ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପ୍ରାଚୀନ ଶୈବପୀଠ ଗୋଧନେଶ୍ଵର ଠାରେ ଶ୍ରଦ୍ଧାଳୁ ତଥା ବ୍ରତ ଧାରୀଙ୍କ ସମାଗମ ହୋଇ ବୃଷ ସଂକ୍ରାନ୍ତି ପାଳନ କରୁଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes