ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର, ଭୁବନେଶ୍ୱରରେ ବର୍ଷା

ରାଜଧାନୀ ଭୁବନେଶ୍ୱରରେ ବିଜୁଳି-ଘଡଘଡି ସହ ତୀବ୍ର ବର୍ଷା ହେଉଥିବାରୁ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି।

ଘଣ୍ଟା ପ୍ରତି ୨ ରୁ ୩ ସେମି ବର୍ଷା ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes