ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ କେହି ଦୁର୍ବୃତ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ପୁଲିସ କହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଛି।
ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ଗୁଳିମାଡ଼ ହୋଇଥିବା ବେଳେ ଗୁଳି ମାଡ କରିଥିବା ବ୍ୟକ୍ତି ଜଣେ ପୁଲିସ ଏ ଏ ଏସ ଆଇ ବୋଲି ଜଣେ ଅଧିକାରୀ କହିଛନ୍ତି। କାରଣ ଜଣା ପଡ଼ିନାହିଁ