ସୁନ୍ଦରଗଡ଼ ଜିଲ୍ଲା ଚିତାପିଢ଼ି ପଞ୍ଚାୟତ କାତେପୁର ଗାଁରେ ଏହି ଘଟଣା ଘଟିଛି।
ଗୁଣିଗାରେଡ଼ି ସନ୍ଦେହରେ ଶାଶୂ ଶୋଇଥିବାବେଳେ ଆକ୍ରମଣ କରିଥିଲା ଜ୍ବାଇଁ। ଗୁରୁତର ଶ୍ବଶୁରକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha