ଆନନ୍ଦପୁର ବନ୍ୟ ପ୍ରାଣୀ ଡିଭିଜନ ଅଧିନସ୍ଥ ହାଟଡିହି ବ୍ଲକର ପଢ଼ିଆରିପାଲି ପଂଚାୟତର ଆତୁରିକଣା ଗ୍ରାମ ଭିତରକୁ ଆଜି ହାତୀ ପଶି ଆସିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି।
ହାତୀଟି ହଡଗଡ ଅଭୟାରଣ୍ୟରୁ ଚାଲି ଆସିଥିବା ବେଳେ ଗ୍ରାମ ରାସ୍ତାରେ ବୁଲୁ ଥିବା ଲୋକେ ଦେଖିଥିଲେ।
Credible Local News of Odisha