ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ହୋଇଛି।
ଆକ୍ରମଣ ସହ ଘରେ ଥିବା ଯୁବକଙ୍କ ବାଇକ୍ ଜାଳିଦେଇଛନ୍ତି ଦୁର୍ବୃତ୍ତ। ଯୁବକଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha