ଗାଁ ଦାଣ୍ଡରେ ବାପାର ଛୁରା ମାଡ଼ରେ ପୁଅ ମୃତ

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ମଦ୍ୟପ ବାପା ଏହି ଜଘନ୍ୟ କାଣ୍ଡ ଘଟାଇଛି।

ମଦ ପିଇବାକୁ ବାରଣ କରିବାରୁ ପୁଅକୁ ଛୁରି ଭୁସି ଦେଇଛି ବାପା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes