ଗରମ ଡାଲି ପଡି ଶ୍ରୀମନ୍ଦିରରେ ବୋଝିଆ ଆହତ

ଆଜି ଶ୍ରୀମନ୍ଦିରର ଭୋଗ ମଣ୍ଡପ ଦ୍ୱାର ନିକଟରେ ଗରମ ଡାଲି ପଡି ବିଶ୍ଵନାଥ ବେହେରା ନାମକ ବୋଝିଆ ଆହତ ହୋଇଥିବା ଜଣାପଡିଛି l

ଆହତ ବିଶ୍ଵନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes