ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ସ୍ଥିତ ଐତିହାସିକ ଗନ୍ଧରାଢୀ ପୀଠରେ ଲୋକକଳା ମହୋତ୍ସବ ପାଇଁ ରିତୀନିତୀ ଅନୁସାରେ ପୂଜାର୍ଚ୍ଚନା କରି ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ।
Credible Local News of Odisha