ଗଞ୍ଜେଇ ସହ କାର୍ ଜବତ୍, ଦୁଇ ଗିରଫ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତିଳେଇମାଲ୍ ଛକ ନିକଟରେ କଣ୍ଟାମାଳ ପୁଲିସ୍ ୨୨ କିଲୋଗ୍ରାମ ଗଞ୍ଜେଇ ସହ ଏକ କାର୍ ଜବତ୍ କରିଛି |

ଚାଲାଣକାରୀ ଛତିଶଗଡ ରାଜ୍ୟ ରାୟଗଡ ଜିଲ୍ଲାର କିରଣ କୁମାର୍ ଓ ସନ୍ଦୀପ ଚୌହାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes