ଗଛ ମଣିଷ ରମେଶ ମିଶ୍ର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଘିରା ଗ୍ରାମର ଗଛ ମଣିଷ ରମେଶ ମିଶ୍ର ଦୀର୍ଘ ୮ବର୍ଷ ମଧ୍ୟରେ ନିଜ ପେନସନ ଅର୍ଥରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଚାରା ବାଣ୍ଟି ଅନେକ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ବୃତ୍ତି ଗତ ଜୀବନରେ ସେ ଜଣେ ବ୍ୟାଙ୍କ ଅଫିସର ଥିବା ବେଳେ ୨୦୧୫ରେ ଅଵସର ନେବାପରେ ଚାରା ବାଣ୍ଟିବା ଆରମ୍ଭ କରିଥିଲେ ।ଛୋଟବେଳୁ ପରିବେଶକୁ ଭଲପାଉଥିବା ରମେଶ ଅବସର ପରେ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes