ଗଛ ଉପରୁ ପଡି ଯୁବକ ଆହତ

ଦେବଗଡ ଜିଲ୍ଲା ପୁଇପାଣି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି । ଆମ୍ବଗଛ ଉପରେ ଚଢି ଆମ୍ବ ତୋଳୁଥିବା ସମୟରେ ଭାରସାମ୍ୟ ହରାଇ ପଡିଯିବାରୁ ଭାଲିଆଡିହି ଗ୍ରାମର ସୁନିଲ ନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।

ତାଙ୍କ ମୁଣ୍ଡ ଏବଂ ଗୋଡରେ ଆଘାତ ଲାଗିଛି । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes