ଖଡ଼ଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ପୁନଃ ପ୍ରଚଳନ

ଗତ କାଲି ଠାରୁ ଉଭୟ ପାର୍ଶ୍ୱରୁ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ପୁନଃ ଚଳାଚଳ ଆରମ୍ଭ ହୋଇଛି।

କୋଭିଡ ମହାମାରୀ ସମୟରେ ଏହି ଟ୍ରେନ୍ ଚଳାଚଳରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes