କ୍ୟାପିଟାଲ ଲ କଲେଜରେ ଫର୍ମ ଫିଲପ କଲେ ଅର୍ଚ୍ଚନାଙ୍କ ଓକିଲ

କୋର୍ଟଙ୍କ ଅନୁମତି ପରେ କ୍ୟାପିଟାଲ ‘ଲ’ କଲେଜରେ ଫର୍ମ ଫିଲପ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ଅର୍ଚ୍ଚନାଙ୍କ ପକ୍ଷରୁ ଆଜି ଅର୍ଚ୍ଚନାଙ୍କ ଓକିଲ 7th ସେମିଷ୍ଟାର ପରୀକ୍ଷା ପାଇଁ ଫର୍ମ ଫିଲପ କରିଛନ୍ତି । କୋର୍ଟଙ୍କ ଅନୁମତି ନେଇ ଜେଲରେ ପରୀକ୍ଷା ଦେଇ ପାରନ୍ତି ଅର୍ଚ୍ଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes