ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କେନ୍ଦୁପାଲି ମୁଖ୍ୟ ରାସ୍ତା ଟାଙ୍ଗରସାଇ ଠାରେ ଆଜି କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ ହୋଇଯାଇଛି।
ଏଠାରେ ଫୁଲ ବଡି ଚେକ୍ଅପ କରିବା ସହ ଡିଜିଟାଲ ମାଧ୍ୟମରେ ବିଭିନ୍ନ ରୋଗର ରକ୍ତ ପରୀକ୍ଷା କରାଯିବା ବ୍ୟବସ୍ଥା ରହିଥିବା ନେଇ ଦୋକାନ ମାଲିକ ବାସୁଦେବ ବାରିକ କହିଛନ୍ତି। ପ୍ରଥମ ଦିନରେ ୫୦ ଜଣ ଲୋକ ନାମ ପଞ୍ଜିକରଣ କରି ରକ୍ତ ପରୀକ୍ଷା କରାଇଥିଲେ।