କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଏନ୍ଏଚ୍ ଅବରୋଧ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଏନ୍ଏଚ୍ ଅବରୋଧ କରାଯାଇଛି।

ଉପକୂଳ ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ସ୍ଥାନରେ ଏନ୍ଏଚ୍ ଅବରୋଧ କରିଛି ମୋର୍ଚ୍ଚା। କଳାହାଣ୍ଡିର ଏମ୍.ରାମପୁର ସହ ସମ୍ବଲପୁର, ସୋନପୁର ଓ ଦେବଗଡ଼ରେ ଏନ୍ଏଚ୍ ଅବରୋଧ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes