କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ

ଲୋକଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନ୍ତରୀଣ ଜାମିନ ସମୟ ଶେଷ ହୋଇଯାଇଥିବାରୁ ସେ ଆଜି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି l

ଇତି ମଧ୍ୟରେ ତାଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ନାକଚ ହୋଇଯାଇଥିବାରୁ ବିଧାୟକ ପୁଣି ଠାରେ ଜେଲ ଯିବାକୁ ବାଧ୍ୟ ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes