କୋଟପାଡ଼ରେ 24 ଘଣ୍ଟାରେ 76 ମିମି ବର୍ଷା August 7, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ 76 ମିଲିମିଟର ବର୍ଷା ହୋଇଛି l