କୋଇଲା ଟ୍ରକ ମାଲିକଙ୍କ ଚକା ଜାମ୍ ଆନ୍ଦୋଳନ

ପରିବହନ ଭଡ଼ା ଟନ୍ ପ୍ରତି ୧୪୦ ଟଙ୍କା ବୃଦ୍ଧି ଦାବିରେ ସୁନ୍ଦରଗଡ଼ରେ ମିଳିତ କୋଇଲା ଟ୍ରକ ମାଲିକ ୟୁନିୟନ୍ ପକ୍ଷରୁ ଚକାଜାମ୍ ଡାକରା ଦିଆଯାଇଛି ।

ଫଳରେ ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼କୁ କୋଇଲା ପରିବହନ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes