କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇଙ୍କୁ ଟିକଟ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ଆସନରେ ବିଭୁ ପ୍ରସାଦ ତରାଇଙ୍କୁ ସାଂସଦ ପ୍ରାର୍ଥୀ ଭାବେ ବିଜେପି ଟିକଟ ଦେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes