କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

୧୬୦ ଜନଜାତିଙ୍କୁ ଏସଟି ତାଲିକାଭୁକ୍ତ କରିବାକୁ ଦାବି କରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

କେନ୍ଦ୍ର ନିକଟରେ ୧୬୦ ପ୍ରସ୍ତାବ ପଡ଼ି ରହିଛି। ଆଦିବାସୀ କଲ୍ୟାଣ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଗୁଡ଼ିକୁ ବିଚାରକୁ ନେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes