କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବାସୁଦେବପୁରରେ କାନପୁର ଜଳସେଚନ ପ୍ରକଳ୍ପର ସ୍ଥଳକୁ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ୫ ଟି ସଚିବ ଭି.କେ. ପାଣ୍ଡିଆନ ଅଗ୍ରଗତି ସମୀକ୍ଷା କରିଛନ୍ତି।

ହେଲିକପ୍ଟରରେ ଆସି ଚିମିଳା ସ୍ଥିତ ଅସ୍ଥାୟୀ ହେଲି ପ୍ୟାଡରେ ଓହ୍ଲାଇ ପ୍ରକଳ୍ପ ସ୍ଥଳକୁ ଯାଇଥିଲେ। ୨୦୦୬ ମସିହାରୁ ୨୪୩୮ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଦ୍ଵାରା ଚାରୋଟି ବ୍ଲକର ୨୪୪ ଗ୍ରାମକୁ ଜଳସେଚନ ହେବା ସହ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes