କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ବିକ୍ଷୋଭ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି କେନ୍ଦୁଝର ଜିଲା ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ଆପନେତା ଓ କର୍ମୀମାନେ ସାମିଲ ହୋଇ ଗିରଫଦାରୀକୁ ବିରୋଧ କରି ଆକ୍ରୋଶମୂଳକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଦିଲ୍ଲୀ ମଦ ଘୋଟାଲାରେ କେଜରିୱାଲଙ୍କ ସଂପୃକ୍ତିକୁ ନେଇ ବାରମ୍ବାର ସମନ୍ କରି ଆସୁଥିଲେ। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କେଜରିୱାଲଙ୍କୁ ଗିରଫ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes