କୃଷ୍ଠନିରାକରଣ ପକ୍ଷରେ ସଚେତନତା କାର୍ଯ୍ୟକ୍ରମ

ସୋନପୁର ମୁଖ୍ୟ ଚିକିତ୍ସାଳୟରେ ୩୦ ଜାନୁୟାରୀରୁ ୧୩ ଫେବୃୟାରୀ ଯାଏଁ ଅନୁଷ୍ଠିତ ହେଉଥିବା ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅବସରରେ ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes