କୃଷି କାର୍ଯ୍ୟାଳୟରେ ଓଡିଶା ମିଲେଟ୍ ମିଶନର ସମୀକ୍ଷା ବୈଠକ

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା ।

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଚାଷୀ ବନ୍ଧୁ ଉତ୍ପାଦକ ସଂଗଠନ ଓ ଗ୍ଲୋବାଲ ଗ୍ରୀନର ମିଳିତ ସହଯୋଗରେ ପରିଚାଳିତ ଓଡିଶା ମିଲେଟ୍ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes