କୂଅରେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ଜଣେ ଗୁରୁତର (ଅପଡେଟ)

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତୁଳସୀକଟା ଗ୍ରାମରେ କୂଅରେ ପଡିଯାଇଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଆଜି ତିନିଜଣ ଯୁବକ କୂଅରେ ପ୍ରବେଶ କରିଥିଲେ l

ତେବେ ଶ୍ୱାସରୁଦ୍ଧ ହୋଇଯିବାରୁ ଜଣେ ବାହାରି ଆସିଥିଲେ l ଅନ୍ୟ ଦୁଇଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes