କୁନି କୁନି ପିଲାଙ୍କୁ ନେଇ ରଜ ମଉଜ ପ୍ରତିଯୋଗିତା ଅନୁଷ୍ଠିତ

ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ବେଶ ଧୁମଧାମରେ ପାଳିତ ହେଉଛି ରଜ ।

ଉଦଳା ଏନଏସିର ସପନେଶ୍ବର ମନ୍ଦିର ନିକଟରେ କୁନି କୁନି ପିଲାଙ୍କୁ ନେଇ ରଜ ମଉଜ ପ୍ରତିଯୋଗିତା ଯଥା ପୁଚି, ମ୍ୟୁଜିକ ଚେୟାର, ଦୋଳି, ରୁମାଲ ଚୋରି ଆଦି ପ୍ରତିଯୋଗିତା ହୋଇଥିଲା । ୱାର୍ଡନମ୍ବର ୧ କାଉନସିଲର ଧୀରେନ୍ଦ୍ର ଖଣ୍ଡେଲ ୱାଲଙ୍କ ଦ୍ଵାରା ଏହି ରଜ ମଉଜ ଉଦଘାଟିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes