କିଟ୍ ଛକରେ ଜଳିଗଲା ହାଇଓ୍ବା

ଭୁବନେଶ୍ବର କିଟ୍ ଛକରେ ନିଆଁ ଲାଗି ଟ୍ରକଟିଭିସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଜୀବନ ବଞ୍ଚାଇବାକୁ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ ଡ୍ରାଇଭର । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes