କାଶୀପୁରରେ ହଇଜାରେ ଆଉ ଦୁଇ ମୃତ, ମୋଟ 10 ମଲେଣି

ରାୟଗଡା ଜିଲ୍ଲାର କାଶୀପୁରରେ ହଇଜା ନିୟନ୍ତ୍ରଣ ହୋଇପାରିନି ଏବଂ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 10 ହୋଇଛି l
ହାଡ଼ିଗୁଡା ଓ ଟିକିରି ପଞ୍ଚାୟତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes