କାଳ ବୈଶାଖୀ ବର୍ଷାରେ ଧୋଇ ହୋଇଗଲା ଆପ୍ରଚ ରାସ୍ତା, ଗମନା ଗମନ ବ୍ୟାଘାତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ବୁଧବାର କାଳ ବୈଶାଖୀ ଜନିତ ବର୍ଷା ଯୋଗୁ ଆପ୍ରଚ ରାସ୍ତା ଭାଙ୍ଗିଯିବାରୁ ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି।

ଲୋକେ ଯାତାୟାତ ପାଇଁ ହଇରାଣ ହରକତ ହୋଇଛନ୍ତି। ଏହି ବ୍ଲକ ବାଉଁଶୁଳି ପାଟଣା ରାସ୍ତାର ଜଡିଚାତର ନିକଟ ଜହ୍ନେଇ ନାଳ ଉପରେ ନିର୍ମାଣ ଧୀନପୋଲର ଆପ୍ରୋଚ ରୋଡ଼ ଉପରେ ପାଣି ଚାଲି ଆପ୍ରୋଚ ରୋଡ଼ କାଦୁଅରେ ଭର୍ତ୍ତୀ ଯୋଗୁଁ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes