କାଲି ସକାଳ ୮ଟାରୁ ଝାରସୁଗୁଡ଼ା ଭୋଟ ଗଣତି

କାଲି ଝାରସୁଗୁଡ଼ା ଭୋଟ ଗଣତି ନେଇ ସିଇଓ ନିକୁଞ୍ଜ ଧଳ କହିଛନ୍ତି, ସକାଳ ୮ଟାରୁ ଗଣତି ହେବ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି, ପୋଷ୍ଟାଲ ବାଲାଟ ସରିଲେ, ସାଢ଼େ ୮ଟାରୁ ଇଭିଏମ୍ ଗଣତି ହେବ।

ମୋଟ ୧୪ଟି ଟେବୁଲରେ ଗଣତି ହେବ, ୧୯ ରାଉଣ୍ଡ ଚାଲିବ, ଗଣତି କେନ୍ଦ୍ର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes