କାର ଓ ସ୍କୁଟି ଧକ୍କା, ଦୁଇ ମହିଳା ଆହତ

ବାରିପଦା ସହର ସ୍ଥିତ ଅରବିନ୍ଦ ସ୍କୁଲ ଛକରେ ଆଜି ଏକ କାର ଆଉ ସ୍କୁଟି ଧକ୍କା ହେବା ଫଳରେ ସ୍କୁଟିରେ ଥିବା ଦୁଇ ମହିଳା ଆହତ ହୋଇଛନ୍ତି ।

ଆହତ ମହିଳାଙ୍କୁ ୧୦୮ ଯୋଗେ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଯାଇଛି। ତେବେ ଆହତ ଦୁଇ ମହିଳା ବଡ଼ସାହି ଅଞ୍ଚଳ ଚିନ୍ତାମଣି ପଣ୍ଡାଙ୍କ ସ୍ତ୍ରୀ ସସ୍ମିତା ଏବଂ ଝିଅ ଜ୍ୟୋତିପ୍ରଭା ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes