କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ନେଇ ତାଲିମ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଟିପିଡବ୍ଲୁଓଡିଏ ଉପଖଣ୍ଡ ଅନ୍ତର୍ଗତ ବିଶାଳପାଲି ଗ୍ରୀଡ ଠାରେ ଆଜି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ନେଇ ତାଲିମ ପ୍ରଦାନ କରାଯାଇଥିଲା ।

ଏଥିରେ ସେଫଟି ମାର୍ଶଲ ସୁଶିଲ କୁମାର ଦାସ, ବ୍ରେକଡାଉନ ଇଞ୍ଜିନିୟର ରିପୁନ ବାରିକ,‌ସେକ୍ସନ ସୁପରଭାଇଜର ଅଜିତ ଦାସ ଯୋଗଦେଇ ତାଲିମ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes