କାର୍ତ୍ତି ଚିଦମ୍ବରମ ଝାରସୁଗୁଡ଼ା ଲିଙ୍କ, ଚାଲିଛି ସିବିଆଇ ରେଡ୍

କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମଙ୍କ ବିଭିନ୍ନ ଘର ଓ କାର୍ଯ୍ୟାଳୟରେ ସିବିଆଇ ରେଡ୍ ଚାଲିଥିବା ବେଳେ ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଲିଙ୍କ ନେଇ ରେଡ୍ ଚାଲିଥିବା ସୂଚନା ମିଳିଛି।

ବିଦେଶୀ କମ୍ପାନୀକୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ରେଡ୍ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes