କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ

ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଗୋଟେ ୧୦୮ ଆମ୍ବୁଲାନ୍ସ ରୋଗୀକୁ ଆଣିବାକୁ ଯାଉଥିବା ବେଳେ ପାଖାପାଖି ୪ ଘଣ୍ଟା କାଦୁଅ ରାସ୍ତାରେ ଫସି ରହିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ନୂଆ ଜଗନ୍ନାଥ ସଡକର ଜଙ୍କିଆ ଗଡସାହି ଠାରୁ ଗଡିଶାଗୋଦା ଯିବା ପାଇଁ ଥିବା ମୁଖ୍ୟ ରାସ୍ତାରେ ସକାଳ ୭ଟାରୁ ଆମ୍ବୁଲାନ୍ସଟି ଫସି ରହିଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଫସିଥିବା ରୁ ସ୍ଥାନୀୟ ଲୋକେ ମିଶି ଗାଡିଟିକୁ ଉଧାର କରିବାକୁ ଚେଷ୍ଟା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes