ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣେଶ ପୂଜା ବିବାଦକୁ ନେଇ ବିଳମ୍ବିତ ରାତିରେ ଗୁଳି ଫୁଟିଛି।
ଘଟଣା ସ୍ଥଳରୁ ପୁଲିସ ୩ଟି ଖୋକା ଉଦ୍ଧାର କରିଛି। ଗୁଳିମାଡ଼ରେ କେହି ଆହତ ହୋଇନ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha