କଳିଙ୍ଗ ହସ୍ପିଟାଲ 400 ଶଯ୍ୟା ହେବ, ନୂଆ ମ୍ୟାନେଜମେଣ୍ଟର ଘୋଷଣା

ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଆଜି ନୂଆ ମ୍ୟାନେଜମେଣ୍ଟ ଅଧୀନକୁ ଯାଇଥିବା ବେଳେ ଆସନ୍ତା ଦିନରେ ଏହା 400 ଶଯ୍ୟା ବିଶିଷ୍ଟ ହେବ ବୋଲି ଆଜି ଡାକ୍ତର ସୀତାକାନ୍ତ ଦାସ ଘୋଷଣା କରିଛନ୍ତି l
ହସ୍ପିଟାଲରେ ନୂତନ ସୁପର ସ୍ପେସିଆଲିଟି ସ୍ଥାପନ ହେବ ବୋଲି ନିର୍ଦ୍ଦେଶକ ରାଜୀବ ଶେଖର ସାହୁ ଓ ସିଇଓ ସନ୍ଦୀପ ସାହୁଙ୍କ ଉପସ୍ଥିତିରେ କହିଥିଲେ ଡାକ୍ତର ଦାସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes