କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୋଗଦେଲେ ପି.ଅନ୍ନେଷା ରେଡ୍ଡୀ

କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ପି. ଅନ୍ନେଷା ରେଡ୍ଡୀ ଯୋଗଦାନ କରିଛନ୍ତି ।

ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ପିଡି ଭାବେ କାର୍ଯ୍ୟରତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes