କଳାହାଣ୍ଡିରେ ଦିନକରେ ୩୬ କରୋନାରେ ଆକ୍ରାନ୍ତ August 8, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l