କମିରା ଗ୍ରାମ ପାଞ୍ଚୟତରେ ବନ ମହୋତ୍ସବ ପାଳନ

ଆଜି ବୀରମହାରାଜପୁର ବ୍ଲକ କମିରା ଗ୍ରାମ ପାଞ୍ଚୟତର କମିରା ପାହାଡ଼ ଉପରେ 73 ତମ ବନ ମହୋତ୍ସବ ପାଳନ ହୋଇ ହୋଇ ଯାଇଛି l

ଏହି କାର୍ଯ୍ୟକ୍ରମରେ କମିରା ସରପଞ୍ଚ ଅନୁସୟା ପଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିବାବେଳେ, କାର୍ଯ୍ୟକ୍ରମରେ ସୁବଳୟା ବନପାଳ କବିତା ପାତ୍ରଙ୍କ ସମେତ ବୀରମହାରାଜପୁର ବନପାଳ ଅଭିନାଶ ବରିହା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes