କବରିସ୍ଥାନ ପରିସର ଓ ମସଜିଦ ଉନ୍ନତି ପାଇଁ ଆଲୋଚନା

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି କବରିସ୍ଥାନ ପରିସର ଓ ପଲଟନ ମସଜିଦର ବାକିଥିବା ଉନ୍ନୟନ କାମକୁ ଶେଷ କରିବା ପାଇଁ ଏହାର ସଭ୍ୟମାନଙ୍କ ଏକ ପ୍ରତିନିଧି ଦଳ ଦାବି କରିଛନ୍ତି ।

ଏନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes