କନ୍ୟା ବିଦାୟୀ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆଜି ବରପାଲି କୁମ୍ଭାରୀର ଜୟରାମ ପଧାନଙ୍କ କନ୍ୟାକୁ ଭେଡେନ ବ୍ଲକ ଗାରିମା ଗାଁରୁ ବିଦାୟ କରି ନିଜ ଘରକୁ ଫେରିବା ବେଳେ ଆଇଟିଆଇ ନିକଟରେ ଦୁର୍ଘଟଣା ଘଟି ଈଶ୍ୱର ବିଶି ଓ ରଣଜିତ ସାହୁଙ୍କ ସେଠାରେ ମୃତ୍ୟୁ ହୋଇଥିଲା ।

୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ଓ ଅନ୍ୟ ମାନଙ୍କୁ ବରଗଡ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes