କଥା ରଖିଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି

ପଞ୍ଚାୟତ କାର୍ଯ୍ୟାଳୟରୁ ୪/୫ କିମି ଦୂର ଖାଉଟି ସାମଗ୍ରୀ ନେଇ ଯାଉଥିବା ହିତାଧିକାରୀଙ୍କ ପାଇଁ ଗାଁରେ ଖାଉଟି ସାମଗ୍ରୀ ବଣ୍ଟନର ବ୍ୟବସ୍ଥା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଚରଦା ପଞ୍ଚାୟତର ବିଜୟୀ ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ୱାର୍ଡ ମେମ୍ବର ।

ପଞ୍ଚାୟତର ଚରଦା ଓ ଫୁଲମୁଠି ଗ୍ରାମରେ ପିଡ଼ିଏସ ଚାଉଳ ବଣ୍ଟନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes