କଣ୍ଟାବାଞ୍ଝିରୁ ନର‌ କଙ୍କାଳ ଉଦ୍ଧାର‌ ଘଟଣାରେ ୪ ଗିରଫ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଦାବରି ପୋଲ ତଳୁ ନର କଙ୍କାଳ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ।

କାମ ଧନ୍ଦାକୁ ନେଇ ଠିକା କର୍ମଚାରୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ସାଇଣ୍ଟିଫିକ ଦଳ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ସିନ ରିକ୍ରିଏସନ୍‌ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes