କଟକ ବଡ଼ ମେଡିକାଲରେ ପାନ, ଗୁଟଖା ବନ୍ଦ

ପାନ ପିକ ଥୁକିଲେ ୨ ଶହ ଟଙ୍କା ଗଣିବାକୁ ପଡିବ ।

ଆଜି ପ୍ରଥମ ଦିନରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ୩୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଗୁଟକା ପାନ ସହିତ ଧରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes