କଟକ ଜିଲ୍ଲାରେ ହେବ ତିନୋଟି ନୂଆ ଥାନା August 27, 2022 by Rameswar mahakur କଟକ ଜିଲ୍ଲାର ମାଣିଆବନ୍ଧ, ଜୋଡ଼ୁମ ଓ ଭଦ୍ରେଶ୍ୱରରେ ତିନୋଟି ନୂଆ ଥାନା ପ୍ରତିଷ୍ଠା ପ୍ରସ୍ତାବକୁ ଆଜି ମଞ୍ଜୁରୀ ମିଳିଛି l